ଯୋଗକ୍ଷେମକର J̄ogakshemakara

  • ସଂ. ବିଣ. ଓ ବି. ପୁଂ. — ଯେ ଅନ୍ୟ ଲୋକର ସମ୍ପତ୍ତିକୁ ରକ୍ଷା କରେ — Custodian of a trust property; taking proper care of another's property; a trustee
  • ସଂ. ବିଣ. ଓ ବି. ପୁଂ. — ରକ୍ଷକ — Keeper; custodian