ଯୋଗ ସାଧିବା J̄oga sādhibā

  • ଦେ. କ୍ରି — ଯୋଗାଭ୍ୟାସ କରିବା — To practise austere meditation
  • ଦେ. କ୍ରି — [ଉ—ଅନ୍ନ ବିହୁନେ ହଂସ ହାନି; ଯୋଗ ସାଧିବ କାହା ଘେନି। ଜଗନ୍ନାଥ. ବାଗବତ।]