ଯୋଗ ଶବ୍ଦ J̄oga ṡabda

  • ସଂ. ବି. (ମ. ପ. ଲୋ) — (ବ୍ୟାକରଣ) ପ୍ରକୃତିପ୍ରତ୍ୟୟ ଅନୁସାରେ ଅର୍ଥ ନିଷ୍ପନ୍ନ ହେଉଥିବା ଶବ୍ଦ; ବ୍ୟୁତ୍ପତ୍ତ୍ୟର୍ଥବୋଧକ ଶବ୍ଦ — (Grammar) A word, The meaning of which is plain from the etymology