ଯୋଗ ବିୟୋଗ J̄oga bij̄oga

  • ସଂ. ବି. (ବିପରୀତାର୍ଥ ସହଚର) — ଗଣିତ ମିଶାଣ ଓ ଫେଡ଼ାଣ; ସଂକଳନ ଓ ବ୍ଯବକଳନ — Addition and subtraction
  • ସଂ. ବି. (ବିପରୀତାର୍ଥ ସହଚର) — ମିଳନ ଓ ବିଚ୍ଛେଦ — Meeting and separation