ଯୋଗ ଯାତ୍ରା J̄oga j̄ātrā

  • ସଂ. ବି. (ପରନିପାତ) — କୌଣସି ଉଦ୍ଦେଶ୍ୟ ସାଧନ ପାଇଁ ଯାତ୍ରା କରିବାକୁ ଫଳିତ ଜ୍ୟୋତିଷ ମତରେ ଉପଯୁକ୍ତ ଯୋଗ (ହି. ଶ) — Auspicious time or state of astrological elements for starting on a particular mission