ଯୋଗ ଧର୍ମୀ J̄oga dharmī

  • ସଂ. ବିଣ. ପୁଂ. (ଯୋଗ + ଧର୍ମ+ଇନ୍; 1 ମା. 1 ବ) — ଯୋଗାଭ୍ୟାସକାରୀ — Practising J̄oga
  • ସଂ. ବି. ପୁଂ. — ଯୋଗୀ (ହି. ଶ) — An anchorite