ଯୋଗ କ୍ଷେମ J̄oga kshema

  • ସଂ. ବି.— (ଦ୍ୱନ୍ଦ୍ୱ; ଯୋଗ + କ୍ଷେମ) — ଅଲବ୍ଧ ବସ୍ତୁର ଲାଭ ଓ ଲବ୍ଧ ବସ୍ତୁର ରକ୍ଷଣ — Acquisition of a thing which had not been got and preservation of thing which has been acquired
  • ସଂ. ବି.— (ଦ୍ୱନ୍ଦ୍ୱ; ଯୋଗ + କ୍ଷେମ) — ଶରୀରର ସ୍ଥିତି ଓ ପାଳନ; ଜୀବିକା ନିର୍ବାହ — The act of preserving and maintaining the body; livelihood; the eking out of one's subsistence; living and maintenance
  • ସଂ. ବି.— (ଦ୍ୱନ୍ଦ୍ୱ; ଯୋଗ + କ୍ଷେମ) — ଧନ ସମ୍ପତ୍ତିର ରକ୍ଷଣାବେକ୍ଷଣର ଭାର — Charge of any property; custody
  • ସଂ. ବି.— (ଦ୍ୱନ୍ଦ୍ୱ; ଯୋଗ + କ୍ଷେମ) — ( 6 ଷ୍ଠୀ ତତ୍) ଧନ ସମ୍ପତ୍ତିର ରକ୍ଷା — (6ଷ୍ଠୀ ତତ୍) ଧନ ସମ୍ପତ୍ତିର ରକ୍ଷା—. Preservation of property
  • ସଂ. ବି.— (ଦ୍ୱନ୍ଦ୍ୱ; ଯୋଗ + କ୍ଷେମ) — ଅନ୍ୟର ସମ୍ପତ୍ତିର ହିପାଜତ୍; ଅନ୍ୟର ଧନକୁ ମାରଫତ୍ଦାର ସ୍ୱରୂପେ ରକ୍ଷା — Preservation or taking care of another's property as a custodian
  • ସଂ. ବି.— (ଦ୍ୱନ୍ଦ୍ୱ; ଯୋଗ + କ୍ଷେମ) — ଖରିଦ ଦାମ ଓ ଖର୍ଚ୍ଚ ଆଦିର ବିବେଚନାର ପଣ୍ୟ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ — Setting the price of a commodity in consideration of its purchase-price and the incidental charges
  • ସଂ. ବି.— (ଦ୍ୱନ୍ଦ୍ୱ; ଯୋଗ + କ୍ଷେମ) — ଲଭ୍ୟ; ଲାଭ; ମୁନାଫା — Gain; proffit
  • ସଂ. ବି.— (ଦ୍ୱନ୍ଦ୍ୱ; ଯୋଗ + କ୍ଷେମ) — ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବିଭାଗ ହୋଇ ନ ପାରିବା ସମ୍ପତ୍ତି (ଯଥା—ଦେବଗ୍ରହ ରାଜସିଂହାସନ); ଅବିଭାଜ୍ୟ ସମ୍ପତ୍ତି — Impartible property such property as by its nature or incidents is incapable of partition amongst heirs
  • ସଂ. ବି.— (ଦ୍ୱନ୍ଦ୍ୱ; ଯୋଗ + କ୍ଷେମ) — କୁଶଳ; ଶୁଭ — Well-being; welfare
  • ସଂ. ବି.— (ଦ୍ୱନ୍ଦ୍ୱ; ଯୋଗ + କ୍ଷେମ) — ଜାତୀୟ ସମୃଦ୍ଧି — National prosperity
  • ସଂ. ବି.— (ଦ୍ୱନ୍ଦ୍ୱ; ଯୋଗ + କ୍ଷେମ) — ରାଷ୍ଟ୍ରର ସୁବ୍ଯବସ୍ଥା (ହି. ଶ.) — 12. Good administration of a kingdom