ଯୋଗ କରିବା J̄ogakaribā

  • ଦେ. କ୍ରି — (ଗଣିତ)—ଏକାଧିକ ରାଶିକୁ ମିଶାଇ କରିବା — To add up more than one number
  • ଦେ. କ୍ରି — କୌଣସି ପଦାର୍ଥ ସଙ୍ଗେ ଅନ୍ୟ ପଦାର୍ଥ ମିଶାଇବା — To join or mix up a thing with another
  • ଦେ. କ୍ରି — କୌଣସି ବ୍ୟକ୍ତିଙ୍କ ସଙ୍ଗେ କାର୍ଯ୍ୟରେ ମିଶିବା — To collaborate with another
  • ଦେ. କ୍ରି — ଉଦ୍ୟମ ବା ଚେଷ୍ଟା କରିବା; ଯତ୍ନ କରିବା; ଉଦ୍ଯୋଗ କରିବା — To endeavour; to try; to exert
  • ଦେ. କ୍ରି — କୌଣସି କାର୍ଯ୍ୟ କରିବା ପାଇଁ କୌଣସି ବ୍ୟକ୍ତିକୁ ଆଦର ବା ନିମନ୍ତ୍ରଣ କରିବା — To call or pray to a person to do a thing
  • ଦେ. କ୍ରି — ଯୋଗ ସାଧିବା — To be engaged in meditation or spiritual communion with God