ଯୋଗ କନ୍ୟା J̄oga kanyā
- ସଂ. ବି. — ଦେବକୀଙ୍କ ଗର୍ଭରୁ ମଥୁରାରେ କଂସର ବନ୍ଦି— ଶାଳାରେ ଶ୍ରୀକୃଷ୍ଣଙ୍କ ଭୁମିଷ୍ଠ ହେବା ସମୟରେ ଯଶୋଦାଙ୍କ ଗର୍ଭରୁ ଗୋପପୁରରେ ନନ୍ଦଙ୍କ ଘରେ ଜନ୍ମ ଲାଭ କରିଥିବା କନ୍ୟାରୂପଧାରିଣୀ ଯୋଗମାୟା — Goddess J̄ogamāyā who assumed the form of a child and took birth from the womb of J̄aṡodā just when Ṡrīkṛushṇa was born from Debakī
- ସଂ. ବି. — [ଦ୍ର—ଦେବକୀ ତଳେ ନୋଟ୍ ଦେଖ ।]