ଯୋକ୍ତା J̄oktā

  • ସଂ. ବିଣ. ପୁଂ. (ଯୁଜ୍ ଧାତୁ+କର୍ତ୍ତୃ. ତୃ; 1 ମା. 1 ବ) — ଯେ ଯୋଗ କରେ; ଯୋଗକାରୀ — Uniting; that which unites
  • ବି — ରଥ ଆଦିର ଚାଳକ — Driver or conductor of a car
  • ବି — ଯେ ପଶୁକୁ ରଥ ଆଦିରେ ଯୋଚେ — One who yokes beasts to a plough or cart