ଯୋକ୍ତବ୍ୟ J̄oktabya
- ସଂ. ବିଣ. (ୟଜ୍ ଧାତୁ+କର୍ମ. ତବ୍ୟ) — ଯୁକ୍ତ ହେବା ଯୋଗ୍ୟ — Fit to be joined or united
- ସଂ. ବିଣ. (ୟଜ୍ ଧାତୁ+କର୍ମ. ତବ୍ୟ) — ସମ୍ପାଦ୍ୟ — Performable
- ସଂ. ବିଣ. (ୟଜ୍ ଧାତୁ+କର୍ମ. ତବ୍ୟ) — ଯୋଗ— ସାଧନ ଦ୍ୱାରା ଯୁକ୍ତ ହେବା ଯୋଗ୍ୟ — To be united spirituality
- ସଂ. ବିଣ. (ୟଜ୍ ଧାତୁ+କର୍ମ. ତବ୍ୟ) — ଯୋଚା ଯିବା ଯୋଗ୍ୟ — Fit to be yoked