ଯେସାକୁ ତେସା J̄esāku tesā
- ଦେ. ବାକ୍ୟ (ହି. ଜୈସାକୋ ତୈସା; କୌଣସି ବ୍ୟକ୍ତିକୁ ଉପଯୁକ୍ତ ବ୍ୟବହାର ବା ପ୍ରତିଶୋଧ କରାଗଲେ ଏହି ବଚନ ବୋଲାଯାଏ) — ଯେ ଯେଉଁପରି ଲୋକ ତାକୁ ସେହିପରି ବ୍ୟବହାର — Deserving treatment to a person
- ବି — ଯଥୋପଯୁକ୍ତ ବ୍ୟବହାର — Tit for tat
- ଅ — ଯଥୋପଯୁକ୍ତରୂପେ — In return