ଯେତେଠାକୁ J̄eteṭhāku

  • ଗ୍ରା. ଅ — ଯେତେ ସ୍ଥାନରେ — To as many places
  • ଗ୍ରା. ଅ — ଯେତେ ଲୋକଙ୍କ ନିକଟକୁ — To as many people
  • ଗ୍ରା. ଅ — (ଯେତେଠାଆକୁ, ଯେତେଠା(ଠେ)ଇଁକି, ଯେତେଠିକି, ଅନ୍ୟରୂପ)
  • ଗ୍ରା. ଅ — [ସେତେଠାକୁ, ସେତେଠିକି, ସେତେଠେଇଁକି—ଆପେକ୍ଷିକ ଶବ୍ଦ]