ଯେଉଠିଁ, ଯେଉଁଠିଁ J̄eu(uñ)ṭhi
- ଗ୍ରା. ସର୍ବ (ଯେଉଁଠା ଶବ୍ଦର 7 ମୀ ବିଭକ୍ତି 1 ବଚନ — ଯେଉଁ ସ୍ଥାନରେ — At which place; where
- ଗ୍ରା. ସର୍ବ (ଯେଉଁଠା ଶବ୍ଦର 7 ମୀ ବିଭକ୍ତି 1 ବଚନ — ଯେଉଁ ବିଷୟରେ — In which matter
- ଗ୍ରା. ସର୍ବ (ଯେଉଁଠା ଶବ୍ଦର 7 ମୀ ବିଭକ୍ତି 1 ବଚନ — ସର୍ବନାମ—ଯେଉଁ ସ୍ଥାନ — Which place
- ଗ୍ରା. ସର୍ବ (ଯେଉଁଠା ଶବ୍ଦର 7 ମୀ ବିଭକ୍ତି 1 ବଚନ — [ଦ୍ର—ଯେଉଁଠି ଶବ୍ଦର 2 ଯା ବିଭକ୍ତିରେ—ଯେଉଁଠିକି (କୁ), 5 ମୀ ବିଭକ୍ତିରେ ଯେଉଁଠିରୁ ଯେଉଁଠୁ, 6 ଷ୍ଠୀରେ ଯେଉଁଠିର, ଯେଉଁଠିକା, ଯେଉଁଠିକାର, 7 ମୀ ବିଭକ୍ତିରେ ଯେଉଁଠି, ଯେଉଁଠେଇଁ ହୁଏ।] — [ଦ୍ର—ଯେଉଁଠି ଶବ୍ଦର2ଯା ବିଭକ୍ତିରେ—ଯେଉଁଠିକି (କୁ),5ମୀ ବିଭକ୍ତିରେ ଯେଉଁଠିରୁ ଯେଉଁଠୁ,6ଷ୍ଠୀରେ ଯେଉଁଠିର, ଯେଉଁଠିକା, ଯେଉଁଠିକାର,7ମୀ ବିଭକ୍ତିରେ ଯେଉଁଠି, ଯେଉଁଠେଇଁ ହୁଏ]