ଯେଉଁ କ୍ଷଣି J̄euñkshaṇi

  • ଦେ. ଅ. (ସଂ. ଯତ୍କ୍ଷଣଂ) — ଯେଉଁ ମୁହୂର୍ତ୍ତରେ; ଯେତେବେଳେ; ଯେତିକିବେଳେ — At which time; at which moment
  • ଦେ. ଅ. (ସଂ. ଯତ୍କ୍ଷଣଂ) — (ଉ—ଯେଉଁକ୍ଷଣି ଏହା କହିଲେ ଯୁଧିଷ୍ଠିର— କୃଷ୍ଣସିଂହ. ମହାଭାରତ. ସଭା)
  • ଦେ. ଅ. (ସଂ. ଯତ୍କ୍ଷଣଂ) — ମାତ୍ରକେ — No sooner than