ଯୂଥ ଭ୍ରଷ୍ଟ J̄ūtha bhrashṭa

  • ସଂ. ବିଣ. ପୁଂ—( 5 ମୀ ତତ୍; ଯୂଥ+ଭ୍ରଷ୍ଟ) — ଗୋଠଖଣ୍ଡିଆ; ଯେଉଁ ପଶୁ ବା ଜୀବ ନିଜର ଦଳରୁ ଅଲଗା ହୋଇ ଥାଏ; (ଯଥା—ଏକୁଟିଆ ବାର୍ହା) — (an animal) Straying or straggling from the herd; stray (animal); straggler