ଯୁଷ୍ମଦୀୟ J̄ushmadīya
- ସଂ. ବିଣ (ଯୁଷ୍ମଦ୍+ସମ୍ବନ୍ଧାର୍ଥେ ଈୟ) — ତୁମ୍ଭର; ତୁମ୍ଭ— ମାନଙ୍କର — Your; of you; yours; thy; thine
- ସଂ. ବିଣ (ଯୁଷ୍ମଦ୍+ସମ୍ବନ୍ଧାର୍ଥେ ଈୟ) — ତୁମ୍ଭ ବା ତୁମ୍ଭମାନଙ୍କ ସମ୍ବନ୍ଧୀୟ — Relating to you
- ସଂ. ବିଣ (ଯୁଷ୍ମଦ୍+ସମ୍ବନ୍ଧାର୍ଥେ ଈୟ) — [ଦ୍ର—ଏକ ବଚନରେ ଯୁଷ୍ମଦ୍ ଶବ୍ଦରେ ୟ 'ଈୟ' ପ୍ରତ୍ୟୟ କଲେ 'ଯୁଷ୍ମଦ୍' ସ୍ଥାନରେ ତ୍ୱତ୍ ଓ ଅସ୍ମଦ୍ ସ୍ଥାନରେ ମତ୍ ଆଦେଶ ହୋଇ ଯାଥାକ୍ରମେ ତ୍ୱଦୀୟ ଓ ମଦୀୟ ଶବ୍ଦ ନିଷ୍ପନ୍ନ ହୁଏ। ବହୁବଚନରେ ଯୁଷ୍ମଦୀୟ ଓ ଅସ୍ମଦୀୟର ବ୍ୟବହାର ଦେଖାଯାଏ।