ଯୁବନାଶ୍ୱ J̄ubanāṡwa
- ସଂ. ବି — ସୂର୍ଯ୍ୟବଂଶୀୟ ଜନୈକ ରାଜା; ମାନନ୍ଧାତାଙ୍କ ପିତା — Name of a king of the Solar dynasty of ancient India
- ସଂ. ବି — [ଦ୍ର—ଏହାଙ୍କ ପିତା ପ୍ରସେନଜିତ୍ ଓ ମାତା ଗୌରୀ। ଏ ସତ୍ୟଯୁଗରେ, ମତାନ୍ତରରେ ତ୍ରେତା ଯୁଗରେ, ରାଜତ୍ୱ କରୁ— ଥିଲେ; କାରଣ, ଏହାଙ୍କର ପୁତ୍ର ମାନ୍ଧାତା ସତ୍ୟ ଯୁଗର ଷଟ୍ଚକ୍ରବର୍ତ୍ତୀ ମଧ୍ୟରୁ ଜଣେ ବୋଲି ଶାସ୍ତ୍ରରେ ଲେଖା ଅଛି ଓ ତ୍ରେତା ଯୁଗରେ ରାଜା ହରିଦାସ ଓ ରାଜା ମୁଚୁକୁନ୍ଦଙ୍କ ରାଜତ୍ୱର ମଧ୍ୟରେ ଏ ରାଜତ୍ୱ କରିଥିବାର ଉଲ୍ଲେଖ ଅଛି। ସମ୍ଭବତଃ ଦୁଇଜଣ ଏହି ନାମଧାରୀ ହୋଇଥିବେ।]
- ସଂ. ବି — (ରାମାୟଣ) ରାଜା ଧୁନ୍ଦୁମାରଙ୍କ ଏକ ପୁତ୍ର (ହି. ଶ) — Name of a son of king Dhundumāra