ଯୁପ୍ (ଧାତୁ) J̄up (root)

  • ସଂ. ଲିଭାଇ ଦେବା; ପୋଛି ଦେବା — To efface; to blot out (Apte)
  • ସଂ. କଷ୍ଟ ଦେବା — To trouble (Apte)
  • ସଂ. ସମତଳ କରିବା — To make level (Apte)
  • ସଂ. ଚିକ୍କଣ କରିବା — To make smooth (Apte)