ଯୁଧ୍ମ J̄udma

  • ସଂ. ବି—(ଯୁଧ୍. ଧାତୁ+ଭାବ.ଶ) — ଯୁଦ୍ଧ; ସଂଗ୍ରାମ — Battle; war; fight
  • ସଂ. ବି—(ଯୁଧ୍. ଧାତୁ+ଭାବ.ଶ) — (+କରଣ ମ) ଧନୁ; ଧନୁକ — Bow
  • ସଂ. ବି—(ଯୁଧ୍. ଧାତୁ+ଭାବ.ଶ) — ତୀର; ଶର; ବାଣ — Arrow
  • ସଂ. ବି—(ଯୁଧ୍. ଧାତୁ+ଭାବ.ଶ) — (+କର୍ତ୍ତୃ. ମ) ଯୋଦ୍ଧା — Warrior; combatant
  • ସଂ. ବି—(ଯୁଧ୍. ଧାତୁ+ଭାବ.ଶ) — ଶେଷ ଯୁଦ୍ଧ — Final battle; last fighting
  • ସଂ. ବି—(ଯୁଧ୍. ଧାତୁ+ଭାବ.ଶ) — ପୁରାଣୋକ୍ତ ଶରଭ; ଅଷ୍ଟପଦୀ ମୃଗବିଶେଷ — A fabled deer having 8 legs
  • ସଂ. ବି—(ଯୁଧ୍. ଧାତୁ+ଭାବ.ଶ) — [ଦ୍ର—ଏମାନେ ତୁଷାରାବୃତ ପ୍ରଦେଶରେ ବାସ କରୁଥିବା କଥିତ।]