ଯୁଧ୍ (ଧାତୁ) J̄uddh (root)

  • ସଂ. — ଲଢ଼ାଇ କରିବା — To fight
  • ସଂ. — ଶତ୍ରୁଦ୍ୱୟ ପରସ୍ପରକୁ ପରାସ୍ତ କରିବାକୁ ଚେଷ୍ଟା କରିବା — To contend in battle
  • ସଂ. — ହତ୍ୟାକରିବା; ସଂହାର କରିବା — To slay