ଯୁଦ୍ଧାବସାନ J̄uddhābasāna

  • ସଂ. ବି ( 6 ଷ୍ଠୀ ତତ୍) — ଯୁଦ୍ଧନିବୃତ୍ତି — The cessation of hostilities
  • ସଂ. ବି ( 6 ଷ୍ଠୀ ତତ୍) — ଯୁଦ୍ଧର ଶେଷ — The end of fighting