ଯୁଦ୍ଧାଜୀବ J̄uddhājība

  • ସଂ. ବି (ବହୁବ୍ରୀହି; ଯୁଦ୍ଧ ଅଟେ ଆଜୀବ=ଜୀବିକା ଯାହାର) — ଯୋଦ୍ଧା — Warrior
  • ସଂ. ବି (ବହୁବ୍ରୀହି; ଯୁଦ୍ଧ ଅଟେ ଆଜୀବ=ଜୀବିକା ଯାହାର) — ସୈନ୍ୟରୂପେ ଜୀବିକା ନିର୍ବାହ କରିବା ବ୍ୟକ୍ତି — A soldier by profession; a mercenary soldier