ଯୁଦ୍ଧଶାଳୀ J̄uddha ṡāḻī
- ସଂ. ବିଣ. ପୁଂ— 1 । (ଯୁଦ୍ଧ+ଅଛି ଅର୍ଥରେ ଶାଳିନ୍, 1 ମା 1 ବ.) — ଯୁଦ୍ଧ କର୍ମରେ ବ୍ୟାପୃତ — Engaged in fighting
- ସଂ. ବିଣ. ପୁଂ— 1 । (ଯୁଦ୍ଧ+ଅଛି ଅର୍ଥରେ ଶାଳିନ୍, 1 ମା 1 ବ.) — [ଉ—ସାତ୍ୟକି ବ୍ୟାଘ୍ର ମୁଖଁ ଉବୁରି ସୈନ୍ୟ ଛେଳି, ଯେ ଗଳଲ ସେ ଆଉ ନୋହିଲେ ଯୁଦ୍ଧଶାଳୀ। କୃଷ୍ଣସିଂହ. ମହାଭାରତ. ଦ୍ରୋଣ]
- ସଂ. ବିଣ. ପୁଂ— 1 । (ଯୁଦ୍ଧ+ଅଛି ଅର୍ଥରେ ଶାଳିନ୍, 1 ମା 1 ବ.) — ଯୁଦ୍ଧରେ ବିକ୍ରମୀ; ଯୁଦ୍ଧ ପ୍ରିୟ — Valiant; heroic; warlike (Apte)