ଯୁଦ୍ଧମଦ J̄uddha mada

  • ସଂ. ବି.—(ମ. ପ. ଲୋ; ଯୁଦ୍ଧ ଜନ୍ୟ ମଦ) — ରଣମଦ; ଯୁଦ୍ଧ କରିବା ପାଇଁ ଯୋଦ୍ଧାମାନଙ୍କ ମନରେ ଜନ୍ନିବା ନିଶା — Martial fury; intoxication of battle