ଯୁଦ୍ଧବୀର J̄uddha bīra
- ସଂ. ବି ( 7 ମୀ ତତ୍) — ରଣ ବିଷୟରେ; ବୀର, ପ୍ରଧାନ ଯୋଦ୍ଧା — A valiant hero or champion
- ସଂ. ବି ( 7 ମୀ ତତ୍) — (ଅକାରଣ) ଯୁଦ୍ଧ ବିକ୍ରମ ଜନିତ ବୀର ରସ — (in Rhetoric) The sentiment of heroism arising out of military prowes; the sentiment of chivalrous heroism (Apte)