ଯୁଦ୍ଧଂ ଦେହି J̄uddhaṁ dehi

  • ସଂ. ବାକ୍ୟ (ତୁମେ ଯୁଦ୍ଧକୁ ଆସି ମୋ ସଙ୍ଗେ ଲଢ଼ାଇକର) — ବିପକ୍ଷକୁ ସମ୍ମୁଖ ସମର କରିବା ପାଇଁ ଆହ୍ୱାନ — A call to an antagonist to come out to give battle; a challenge