ଯୁଦ୍ଧ ହସ୍ତୀ J̄uddha hasti

  • ସଂ. ବି (ମ. ପ. ଲୋ) — ଯୁଦ୍ଧ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ନିୟୋଜିତ ହସ୍ତ୍ରୀ — War elephants; elephants employed or utilized for purposes of war