ଯୁଦ୍ଧ ସଜ୍ଜା J̄uddha sajjā
- ସଂ. ବି.—(ମ. ପ. ଲୋ;) — ରଣସଜ୍ଜା; ସଂଗ୍ରାମାର୍ଥ ବେଶଭୂଷା — The accoutrements or equipments for battle; a warrior's dress
- ସଂ. ବି.—(ମ. ପ. ଲୋ;) — ବର୍ମ; ସାଞ୍ଜୁ — Armour
- ସଂ. ବି.—(ମ. ପ. ଲୋ;) — ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିବା; ଯୁଦ୍ଧ ପାଇଁ ସଜ ହେବା — Preparations for a battle
- ସଂ. ବି.—(ମ. ପ. ଲୋ;) — ଯୁଦ୍ଧ ନିମନ୍ତେ ଶ୍ରେଣୀବଦ୍ଧ ହେବା; ବ୍ୟୁହରଚନ — Battle-array