ଯୁଦ୍ଧ ଭଙ୍ଗ J̄uddha bhaṅga

  • ସଂ. ବି. — ( 6 ଷ୍ଠୀ ତତ୍) ଯୁଦ୍ଧ ନିବୃତ୍ତି (ଦେଖ) — (6ଷ୍ଠୀ ତତ୍) ଯୁଦ୍ଧ ନିବୃତ୍ତି (ଦେଖ). J̄uddha nibṛutti (See)
  • ସଂ. ବି. — ( 5 ମୀ ତତ୍) ରଣ ଭଙ୍ଗା ଯୁଦ୍ଧରୁ ଛିନିଛତ୍ର ହୋଇ ପଳାଇ ଯିବା — (5ମୀ ତତ୍) ରଣ ଭଙ୍ଗା ଯୁଦ୍ଧରୁ ଛିନିଛତ୍ର ହୋଇ ପଳାଇ ଯିବା—. A rout
  • ସଂ. ବି. — ( 7 ମୀ ତତ୍) ଶତ୍ରୁ ସୈନ୍ୟର ଶ୍ରେଣୀଭଙ୍ଗ — (7ମୀ ତତ୍) ଶତ୍ରୁ ସୈନ୍ୟର ଶ୍ରେଣୀଭଙ୍ଗ—. The breaking of the enemy's lines or ranks