ଯୁଦ୍ଧ ପୋତ J̄uddha pota
- ସ. ବି—(ମ. ପ. ଲୋ) — ରଣତରୀ; ଯେଉଁ ଜାହାଜରେ ଚଢ଼ି ଯୋଦ୍ଧାମାନେ ଅପର ପକ୍ଷ ସଙ୍ଗେ ଯୁଦ୍ଧ କରନ୍ତି — Warship; man-o-war
- ସ. ବି—(ମ. ପ. ଲୋ) — (ଦ୍ର—ଆଜିକାଲି ନାନା ପ୍ରକାର କଳ, କୌଶଳ ଓ ଆଗ୍ନେୟାସ୍ତ୍ରଯୁକ୍ତ ଜାହାଜମାନ ପାଶ୍ଚାତ୍ୟ ରଣକୁଶଳ ଜାତିମାନେ ଆବିଷ୍କାର ଓ ବ୍ୟବହାର କରୁଅଛନ୍ତି। ଯଥା:— ତୋପ ଜାହାଜ — Gun ship
- ସ. ବି—(ମ. ପ. ଲୋ) — ବୁଡ଼ା ଜାହାଜ — Torpedo
- ସ. ବି—(ମ. ପ. ଲୋ) — ବୁଲା ଜାହାଜ — Cruiser
- ସ. ବି—(ମ. ପ. ଲୋ) — ଉଡ଼ାଜାହାଜ — Sea plane.)