ଯୁଗ୍ମ ସ୍ୱର J̄ugma swara
- ସଂ. ବି (ଯୋଗସାଧନ) — ଚନ୍ଦ୍ରସ୍ୱର ସହିତ ରବିସ୍ୱର ଓ ରବିସ୍ୱର ସହିତ ଚନ୍ଦ୍ରସ୍ୱର ଏକତ୍ର ଥିବା ସ୍ୱର ଓ ଯୋଗ — (J̄oga) The conjunction of the lunar swara with the solar swara
- ସଂ. ବି (ଯୋଗସାଧନ) — [ଉ—ଚନ୍ଦ୍ର ମଧ୍ୟେ ରବିସ୍ଥିତି ରବି ଚନ୍ଦ୍ରେ ପୁଣି, ଏମନ୍ତ ବେଳେ ପୁଚ୍ଛିଲେ ଜାଣିବ କୁମାରୀ, ଯୁଗ୍ମସ୍ମର ଏ ବୋଲାଇ ଚିତ୍ତେ ହେତୁ କରି। ପ୍ରାଚୀ. ଶିବସ୍ୱରୋଦୟ।]