ଯୁଗୁ ବୁଡ଼୍ J̄ugu buṟḍ̠

  • ଦେ. ବି — ଅତ୍ୟନ୍ତ ବିପନ୍ନ ବା ଆକ୍ରାନ୍ତ ଅବସ୍ଥା; ଅସମ୍ଭାଳ ଅବସ୍ଥା — An unbearable condition; a condition of very trying circumstances
  • ଦେ. ବି — [ଉ—ରଜାଙ୍କୁ ଘାଏ ଘାଏ, ରାଣୀଙ୍କୁ ଯୁଗ ବୁଡ଼୍—ଢଗ।]
  • ଦେ. ବି — ଯୁଗାନ୍ତ ଖଣ୍ଡ ପ୍ରଳୟ — partial deluge or dissolution overtaking the creation at the end of a cycle of ages