ଯୁଗାନ୍ତ J̄ugānta

  • ସଂ. ବି ( 6 ଷ୍ଠୀ ତତ୍; ଯୁଗ+ଅନ୍ତ) — ଯୁଗକ୍ଷୟ; ଯୁଗର ଅନ୍ତ ବା ଶେଷ ସମୟ — The end of an age
  • ସଂ. ବି ( 6 ଷ୍ଠୀ ତତ୍; ଯୁଗ+ଅନ୍ତ) — ମହାଯୁଗର ଅନ୍ତ; ପ୍ରଳୟ କାଳ — The end of a cycle of 4 ages; the time of dissolution