ଯୁଗଳ କିଶୋର J̄ugaḻa kiṡora

  • ସଂ. ବି. — ଏକତ୍ରାବସ୍ଥିତ ଯୁବକ ଯୁବତୀ ଦ୍ୱୟ — A couple consisting of a young man and woman
  • ସଂ. ବି. — ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି — The form of Rādhā and Kṛushṇa standing together
  • ସଂ. ବି. — ରାଧାଙ୍କୁ ଆଲିଙ୍ଗନ କରିଥିବା ଶ୍ରୀକୃଷ୍ଣଙ୍କ ରୂପ — The figure of Ṡṛīkṛushṇa embracing Rādhā
  • ଦେବି. ପୁଂ — ଲୋକଙ୍କ ନାମ — A name given to males