ଯୁଗ ଯୁଗକୁ J̄uga j̄ugaku
- ଦେ. କ୍ରି. ବିଣ — ବହୁଯୁଗ ପର୍ଯ୍ୟନ୍ତ — For a great many years; for ages
- ଦେ. କ୍ରି. ବିଣ — କାଳ କାଳକୁ; ବହୁକାଳକୁ ଦୂର ଭବିଷ୍ୟତ କାଳ ଯାଏଁ — To a long time; upto a distant future
- ଦେ. କ୍ରି. ବିଣ — [ଉ—ଯାଉଛି ମା! ମୋତେ ଯୁଗେ ଯୁଗେ ମିଳୁ ତୋ ପରି ଜନନୀ ଭବେ। ରାଧାନାଥ. ପାର୍ବତୀ।]