ଯୁଗ ପୁରୁଷ J̄uga purusha

  • ସଂ. ବି (ଆଧୁନିକ ପ୍ରୟୋଗ; ମ. ପ ଲୋ) — ଯୁଗୋଚିତ ଭାବକୁ ବା ସଂସ୍କାରକୁ ଯେ ଜନସମାଜରେ ଚଳାଇବା ଲୋକମାନଙ୍କ ମଧ୍ୟରେ ଅଗ୍ରଣୀ — Representative of the age
  • ସଂ. ବି (ଆଧୁନିକ ପ୍ରୟୋଗ; ମ. ପ ଲୋ) — (ଯଥା—ଲାଲା ଲାଜପତ୍ ରାୟ, ମହାତ୍ମା ଗାନ୍ଧି, ବାଳଗଙ୍ଗାଧର ତିଳକ ଏମାନେ ଯୁଗପୁରୁଷ ବା ଯୁଗପ୍ରବର୍ତ୍ତକ ବୋଲି ବିଖ୍ୟାତ)।