ଯୁଗ ଧର୍ମ J̄uga dharma

  • ସଂ. ବି (ମ. ପ. ଲୋ; ଯୁଗୋଚିତ ଧର୍ମ) — ଯୁଗ ଲକ୍ଷଣ (ଦେଖ) — J̄uga lakshaṇa (See)
  • ସଂ. ବି (ମ. ପ. ଲୋ; ଯୁଗୋଚିତ ଧର୍ମ) — ଯୁଗୋଚିତ ଧର୍ମ; ଭିନ୍ନଭିନ୍ନ ଯୁଗରେ କରଣୀୟ ଧର୍ମ — The spirit of the age; the special conditions or duties or pursuits prescribed for each 'J̄uga'; duties peculiar to a particular age of the world
  • ଦେ. ବି — ସ୍ୱର୍ଗୀୟ ରାମଶରଙ୍କର ରାୟଙ୍କ କୃତ ଓଡ଼ିଆ ନାଟକରେ ନାମ — The name of an Oriya drama by the late Rāmaṡaṅkara Rāya