ଯୁଗ ଆସି ଲଟାରେ ପଶିଲାଣି J̄uga āsi laṭāre paṡilāṇi

  • ଦେ. ବାକ୍ୟ — ସଂସାରକୁ ଅତି ଅଧର୍ମ ଓ ଘୋର ପାପ ଗ୍ରାସ କଲାଣି — Sin and impiety have dominated the earth; the times are out of joint