ଯୁକ୍ତିହୀନ J̄ukti hīna
- ସଂ. ବିଣ ( 3 ଯା ତତ୍) — ଅଯୌକ୍ତିକ; ଯାହା ଯୁକ୍ତି— ସିଦ୍ଧ ନୁହେଁ — Unreasonable; not supported by reason
- ସଂ. ବିଣ ( 3 ଯା ତତ୍) — ଅନ୍ୟାୟ୍ୟ — Illogical; unjust
- ସଂ. ବିଣ ( 3 ଯା ତତ୍) — ନାଯ୍ୟହେତୁବିହୀନ — Without reasonable cause
- ସଂ. ବିଣ ( 3 ଯା ତତ୍) — ସଂଯୋଗ ବା ସମ୍ପର୍କବିହୀନ — Unconnected