ଯୁକ୍ତିମାନ୍ J̄uktimān
- ସଂ. ବିଣ. ପୁଂ (ଯୁକ୍ତି+ମତ୍) — ଚତୁର — Clever
- ସଂ. ବିଣ. ପୁଂ (ଯୁକ୍ତି+ମତ୍) — ଉପାୟ ଉଦ୍ଭାବନରେ ଦକ୍ଷ — Fertile in finding out expedients; inventive
- ସଂ. ବିଣ. ପୁଂ (ଯୁକ୍ତି+ମତ୍) — ଯୁକ୍ତି ଉପରେ ପ୍ରତିଷ୍ଠିତ — Logical; based on arguments
- ସଂ. ବିଣ. ପୁଂ (ଯୁକ୍ତି+ମତ୍) — ସଂଯୁକ୍ତ — United; joined (Apte)