ଯୁକ୍ତି ମାର୍ଗ J̄ukti mārga

  • ସଂ. ବି (ରୂପକ; ଯୁକ୍ତି+ମାର୍ଗ) — ଯୁକ୍ତିରୂପ ପନ୍ଥା — Logical argument or reasoning compared to a road
  • ସଂ. ବି (ରୂପକ; ଯୁକ୍ତି+ମାର୍ଗ) — ନ୍ୟାୟ— ମାର୍ଗ — Righteousness; the path of righteousness