ଯୁକ୍ତି ମାର୍ଗାନୁସାରୀ J̄ukti mārgānusārī

  • ସଂ. ବିଣ. ପୁଂ (ରୂପକ ଓ ଉପପଦ ସମାସ) — ଯୌକ୍ତିକ; ନ୍ୟାୟାନୁଗତ — Logical; reasinable; just
  • ସଂ. ବିଣ. ପୁଂ (ରୂପକ ଓ ଉପପଦ ସମାସ) — ନ୍ୟାୟମାର୍ଗାବଲମ୍ବୀ; — Righteous; pursuing a just or reasonable course