ଯୁକ୍ତାହାର J̄uktāhāra

  • ସଂ. ବିଣ. ପୁଂ (ବହୁବ୍ରୀହି, ଯୁକ୍ତ+ଆହାର) — ଆହାରରେ ଆସକ୍ତ — Addicted to food
  • ସଂ. ବିଣ. ପୁଂ (ବହୁବ୍ରୀହି, ଯୁକ୍ତ+ଆହାର) — ପରିମିତାହାର — Frugal; temperate
  • ବି. (କର୍ମଧାରୟ) — ପରିମିତ ଆହାର — Moderate eating; frugal fare; temperance