ଯୁକ୍ତାକ୍ଷର J̄uktākshara
- ସଂ. ବି. (ବ୍ୟାକରଣ) — ସଂଯୁକ୍ତ ବର୍ଣ୍ଣ; ଦୁଇ ବା ତତୋଽଧିକ ବ୍ୟଞ୍ଜନ ବର୍ଣ୍ଣର ମିଳନରେ ଉତ୍ପନ୍ନ ବର୍ଣ୍ଣ — A compound letter; dipthong or tripthong
- ସଂ. ବି. (ବ୍ୟାକରଣ) — [ଦ୍ର—ସଂସ୍କୃତ ବର୍ଣ୍ଣମାଳାରେ 'କ୍ଷ' ଗୋଟିଏ ଯୁକ୍ତାକ୍ଷର (କ୍+ଷ)।
- ସଂ. ବି. (ବ୍ୟାକରଣ) — ଏହାଛଡ଼ା ବ୍ୟଞ୍ଜନ ବର୍ଣ୍ଣରେ 'ଫଳା' ଦିଆଗଲେ ତାହା ଯୁକ୍ତାକ୍ଷର ହୁଏ। ଯଥା—କ+ଯ=କ୍ୟ; ର୍=କ=ର୍କ; କ୍+ର=କ୍ର; ଏହିପରି କ୍କ, କ୍ଖ, କ୍ନ, କ୍ମ, କ୍ର, କ୍ଳ, କ୍ସ, କ୍ଷ=କ୍ଷ।]