ଯୁକ୍ତତଃ J̄uktitaḥ

  • ସଂ. କ୍ରି. ବିଣ. (ଯୁକ୍ତି+ତସ୍) — କୌଶଳକ୍ରମେ — Cleverly
  • ସଂ. କ୍ରି. ବିଣ. (ଯୁକ୍ତି+ତସ୍) — ସମୁଚିତରୂପେ — Duly; properly
  • ସଂ. କ୍ରି. ବିଣ. (ଯୁକ୍ତି+ତସ୍) — ଯୁକ୍ତି ଦ୍ୱାରା — By argument; logically