ଯୁକ୍ତ ହେବା J̄ukta hebā

  • ଦେ. କ୍ରି — ମିଶିବା — To be mixed; to be added
  • ଦେ. କ୍ରି — ଭୂଷିତ ହେବା — To be adorned
  • ଦେ. କ୍ରି — [ଉ—ରୂପ ଗୁଣ ଦୁଇ କଥାରେ ଯୁକ୍ତ ହେଲେ। କୃଷ୍ଣସିଂହ. ମହାଭାରତ. ଆଦି।]