ଯୁକ୍ତ ବେଣୀ J̄ukta beṇī
- ସଂ. ବି. (କର୍ମଧା) — ବଦ୍ଧବେଣୀ; ବନ୍ଧା ବେଣୀ — Plait tied into a knot; plaited hair
- ସଂ. ବି. (କର୍ମଧା) — ଦୁଇ ବା ତତୋଽଧିକ ନଦୀର ପ୍ରବାହର ସମ୍ମେଳନ — The confluence of two or more streams
- ସଂ. ବି. (କର୍ମଧା) — [ଦ୍ର—ଅଲ୍ଲାହାବାଦ୍ (ପ୍ରୟାଗ)ଠାରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀକ୍ରୟ ମିଳିତ ହୋଇଥିବାରୁ ଏହାର ନାମ ଯୁକ୍ତବେଣୀ।]