ଯାହାକୁ ଇଚ୍ଛା ତାକୁ J̄āhāku ichchhā tāku

  • ଦେ. ବାକ୍ୟାଂଶ—(ସହଚର ଶବ୍ଦ) — ଯାଇଚ୍ଛା ତା (ଦେଖ) — J̄āichchha tā (See)
  • ଦେ. ବାକ୍ୟାଂଶ—(ସହଚର ଶବ୍ଦ) — ଯେଉଁ ବ୍ୟକ୍ତିକୁ ଇଚ୍ଛା ସେ ବ୍ୟକ୍ତିକୁ — To whichever person