ଯାମ୍ୟୋତ୍ତର ବୃତ୍ତ J̄amyottara bṛutta

  • ସଂ. ବି. (ଆଧୁନିକ) — (ଭୂଗୋଳ) ଯେଉଁ କାଳ୍ପନିକ ବୃତ୍ତ ଦର୍ଶକର ମସ୍ତକୋପରି ଯାଇ ଉଭୟ ମେରୁକୁ ସ୍ପର୍ଶ କରିଅଛି; ଦ୍ରାଘିମା — The meridian line
  • ସଂ. ବି. (ଆଧୁନିକ) — [ଦ୍ର—ଦ୍ରାଘିମ ତଳେ ଟୀକା ଦେଖ।]